ଭୁବନେଶ୍ୱର : ମଙ୍କିପକ୍ସ ପାଇଁ ସବୁ ଜିଲ୍ଲାକୁ ଗାଇଡଲାଇନ୍ ଜାରି କରାଯାଇଅଛି | ଏଥିସହ ବିମାନବନ୍ଦର, ବନ୍ଦର କର୍ତ୍ତୃପକ୍ଷଙ୍କୁ ବି ଗାଇଡଲାଇନ ଜାରି ହୋଇଛି | ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ସୂଚନା ଦେଇଛନ୍ତି | ସେ କହିଛନ୍ତି,
‘ଭାରତରେ ମଙ୍କିପକ୍ସ ସଂଖ୍ୟା ବହୁତ କମ ଅଛି’
‘ଯେଉଁମାନେ ବିଦେଶ ଭ୍ରମଣ କରୁଛନ୍ତି ନଜର ରଖାଯାଇଛି’
‘ଯେଉଁମାନେ ମଙ୍କିପକ୍ସ ସଂସ୍ପର୍ଶରେ ଆସିଛନ୍ତି ନମୂନା ପରୀକ୍ଷା ପାଇଁ କୁହାଯାଇଛି’
‘ଲକ୍ଷଣ ପ୍ରକାଶ ପାଇଲେ ଆଇସୋଲେସନରେ ରଖାଯିବ’
‘ଏମ୍ସ ଭୁବନେଶ୍ୱରରେ ଥିବା ଲାବ୍ରୋଟୋରିକୁ ନମୂନା ପଠାଯିବ’
‘୨୧ ଦିନର ଆଇସୋଲେଟ ଆବଶ୍ୟକ ରହିଛି’
‘ସନ୍ଦେହ ହେଲେ ଆଇସୋଲେଟ କରାଯିବ’
‘ନେଗେଟିଭ ଆସିଲେ ଛାଡିଦିଆଯିବ’