ମଙ୍କିପକ୍ସ ପାଇଁ ସବୁ ଜିଲ୍ଲାକୁ ଗାଇଡଲାଇନ୍ ଜାରି

ଭୁବନେଶ୍ୱର : ମଙ୍କିପକ୍ସ ପାଇଁ ସବୁ ଜିଲ୍ଲାକୁ ଗାଇଡଲାଇନ୍ ଜାରି କରାଯାଇଅଛି | ଏଥିସହ ବିମାନବନ୍ଦର, ବନ୍ଦର କର୍ତ୍ତୃପକ୍ଷଙ୍କୁ ବି ଗାଇଡଲାଇନ ଜାରି ହୋଇଛି | ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ସୂଚନା ଦେଇଛନ୍ତି | ସେ କହିଛନ୍ତି, ‘ଭାରତରେ ମଙ୍କିପକ୍ସ ସଂଖ୍ୟା ବହୁତ କମ ଅଛି’ ‘ଯେଉଁମାନେ ବିଦେଶ ଭ୍ରମଣ କରୁଛନ୍ତି ନଜର ରଖାଯାଇଛି’ ‘ଯେଉଁମାନେ ମଙ୍କିପକ୍ସ ସଂସ୍ପର୍ଶରେ ଆସିଛନ୍ତି ନମୂନା ପରୀକ୍ଷା ପାଇଁ କୁହାଯାଇଛି’ ‘ଲକ୍ଷଣ ପ୍ରକାଶ ପାଇଲେ ଆଇସୋଲେସନରେ ରଖାଯିବ’ … Continue reading ମଙ୍କିପକ୍ସ ପାଇଁ ସବୁ ଜିଲ୍ଲାକୁ ଗାଇଡଲାଇନ୍ ଜାରି