ଠକେଇ ମାମଲାରେ ଗିରଫ ହୋଇଥିବା ହାଇପ୍ରୋଫାଇଲ ଠକ ହସିଂତା ଅଭିଲିପ୍ସାଙ୍କୁ ଗୋଟିଏ ମାମଲାରେ ହାଇକୋର୍ଟରେ ଜାମିନ୍ । ଭୁଲ୍ ତଥ୍ୟ ଦେଇ ପାସପୋର୍ଟ ହାତେଇବା ମାମଲାରେଜାମିନ ପ୍ରଦାନ କଲେ ମାନ୍ୟବର ହାଇକୋର୍ଟ । ଠକେଇ ଅଭିଯୋଗ ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ । ସହେଯାଗୀ ଅନିଲ ମହାନ୍ତିଙ୍କ ଜାମିନ ଶୁଣାଣୀ ବି ଶେଷ ।