ଭୁବନେଶ୍ୱର: ରଙ୍ଗଶାଳା ପାଲଟିଛି ଘର । ପ୍ରତେକ ଦିନ ନୂଆନୂଆ ପୁରୁଷଙ୍କ ଶହ ରାତି କାଟନ୍ତି ଶାଶୁ । ଏପରି ଏକ ସଂଗିନ ଅଭିଯୋଗ ଆଣିଛନ୍ତି ଜଣେ ବୋହୂ । ଇନ୍ଫୋସିଟି ଅଂଚଳ ରହୁଥିବା ବୋହୂ ଜଣଙ୍କ ଅଭିଯୋଗ ଅନୁଯାୟୀ ବାହାଘର ପରଠାରୁ ମାନସିକ,ଶାରୀରିକ ସ୍ତରରେ ନିର୍ଯାତନା ଦେଇ ଆସୁଛନ୍ତି ଶାଶୁ । ଆର୍ଥିକ ସ୍ତରରେ ମୋତେ ଆଉ ମୋ ସ୍ୱାମୀଙ୍କୁ ନିର୍ୟାତନା ଦେଉଛନ୍ତି । ଯେଉଁଥିପାଇଁ ବାଧ୍ୟ ହୋଇ ବାହାରେ ଘର ଭଡା ନେଇ ରହୁଛୁ । କୁନି ପୁଅକୁ ହତ୍ୟା ଧମକ ଦେଇଛନ୍ତି । ସୋସିଆଲ ମିଡିଆରେ ଲାଇଭ କରି ଅସଭ୍ୟ ଭାଷେରେ ଗାଳି ଗୁଲଜ କରୁଛନ୍ତି । ଏପରି ଅଭିଯୋଗ ଆଣି ଥାନା ଦ୍ୱରସ୍ଥ ହୋଇଛନ୍ତି ବୋହୂ ।
ସୂଚନା ଅନୁଯାୟୀ ଶାଶୁଙ୍କର ରହିଛି ଶାସକ ବିଜୁ ଜନତା ଦଳର ବଡ ବଡିଆ ନେତାଙ୍କ ସହିତ ସମ୍ପର୍କ ।ବିଭିନ୍ନ ସମୟରେ ବହୁ ହାଇ ପ୍ରେଫାଇଲ ଲୋକମାନେ ଶାଶୁଙ୍କ ପାଖକୁ ଆସୁଥିବା ଅଭିଯୋଗ କରିଛନ୍ତି ବୋହୂ । ଏନେଇ ବୋହୂ ଶାଶୁଙ୍କର ବିଭିନ୍ନ ଅଶୀଳ ଫୋଟ ଶେୟାର କରିଥିବା ତଥ୍ୟ ପ୍ରମାଣ ଦେଇଛନ୍ତି ।