ମହତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

0

(ରଜନୀ କାନ୍ତ ପାତ୍ର / ହିଂଜିଳି କାଟୁ ): ଗଂଜାମ ଜିଲ୍ଲା ଶେରଗଡ ମହତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଶେରଗଡ ଯୁବ ବିଜେଡି ସଭାପତି ସନ୍ତୋଷ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ଶିବିରକୁ ବିଶାଖାପାଟଣା ଇଣ୍ଡୋଶ ମେଡିକାଲ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ଆଖ ପାଖ ଅଞ୍ଚଳ ର ହଜାର ହଜାର ଲୋକ ଆସି ବିଭିନ୍ନ ରୋଗର ପରିକ୍ଷା କରିଥିଲେ ।