କୋଭିଡ ଟୀକା ପାଇଁ କେନ୍ଦ୍ର କୁ ସ୍ୱାସ୍ଥ୍ୟ ବିଭାଗର ଚିଠି

0

ଭୁବନେଶ୍ୱର: କୋଭିଡ ଟୀକା ପାଇଁ କେନ୍ଦ୍ର କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟର ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିଷ୍ପତି ନେବେ ସରକାର । ସଂକ୍ରମଣ ର ଭୟା ବହତା କମ ଅଛି । ସେତେ ସିରିୟସ ହେଉନାହାନ୍ତି ମେଡିକାଲ ରେ ସଂଖ୍ୟା କମ । ଓମଙ୍କ ର ବ୍ୟବହାର ହୋଇନାହିଁ, ସଂକ୍ରମଣ ବଢିଛି, ସଚେତନତା ଅଛୁ, ସମୀକ୍ଷା ହେଉଛି, ରାଜ୍ୟ ସରକାର ନିଷ୍ପତି ନେବେ ମାସ୍କ ପିନ୍ଦିବା ପାଇଁ ପୂର୍ଵ ମନ୍ତ୍ର ଦୋହରାଉଛୁ, ବର୍ତ୍ତମାନ ସରକାର ନିଷ୍ପତି ନେବେ ମାସ୍କ ପିନ୍ଧିବା ପାଇଁ ଏବେ କଣ କଣ ନିଷ୍ପତି ନିଆଯିବ । ମାସ୍କ ପିନ୍ଧନ୍ତୁ, ମେଡିକାଲ ରେ ମାସ୍କ ପିନ୍ଧିଲେଣି, ବାଧ୍ୟତା ମୂଳକ ହେବ କି ନାହିଁ ନିଷ୍ପତି ନେବେ ସରକାର, ଆଗରୁ ଥିବା ଟୀକା ସରିଯାଇଛି । ଜାନୁଆରୀ ମାସରେ ଟୀକା ଆସିଥିଲା ଫେବୃଆରୀ ୮ ରେ ସରିଯାଇଛି । ପ୍ରଥମ ଡୋଜ ୯୮% ନେଇସାରିଛନ୍ତି । ପ୍ରଥମ ଏବଂ ଦ୍ୱତୀୟ ଡୋଜ ୯୧% ନେଇଛନ୍ତି । ୪୧% ନେଇଛନ୍ତି ପ୍ରିକସନ ଡୋଜ । ଯାହାକି ଜାତୀୟ ସ୍ତରରୁ ଅଧିକ ।