ସାଇଲେଣ୍ଟ ହାର୍ଟ ଆଟାକର ଲକ୍ଷଣ

0

(ରିିପୋର୍ଟସଟୁଡ଼େ / ଶୁଭସ୍ମିତା ଦାଶ ) : ହାର୍ଟ ଆଟାକ ଏମିତି ଏକ ସମସ୍ୟା । ଯାହାପାଇଁ ବେଳେ ବେଳେ ଜୀବନମଧ୍ୟ ଚାଲିଯାଇପାରେ । କିନ୍ତୁ ଗୋଟିଏ କଥା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କଥାଟା ହେଲା ଆପଣଙ୍କ ଅଜାଣତରେ ଆପଣଙ୍କୁ ହାର୍ଟ ଆଟାକ ଆସିପାରେ । ଏହାକୁ କୁହାଯାଏ ସାଇଲେଣ୍ଟ ÷ାର୍ଟ ୍ରାଟାକ । ଖାସକରି ଏହାର ସମ୍ଭାବନା ଡ଼ାଇବେଟିସ ରୋଗୀଙ୍କ ପାଖରେ ଅଧିକ ରହିଛି । କୌଣସି ବ୍ୟକ୍ତିଙ୍କୁ ହାର୍ଟ ଆଟାକ ଆସିବା ପୂର୍ବରୁ ମୁଣ୍ଡରେ ବଥା ହୋଇଥାଏ ।ସାଇଲେଣ୍ଟ ହାର୍ଟ ଆଟାକରେ ହାର୍ଟ ଫେଲ ହେବାର ଅଧିକ ସମ୍ଭବନା ରହିଥାଏ । ଜାଣିବା କିଛି ବିଶେଷ କାରଣ ।
ସାଇଲେଣ୍ଟ ହାର୍ଟ ଆଟାକରେ ୫ ଟି କାରଣ
ଲୋକମାନେ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଏହାର ମୁଖ୍ୟକାରଣ । ବ୍ୟାୟାମ କିମ୍ବା ଶରୀରକୁ ଉପଯୁକ୍ତ କାର୍ଯ୍ୟକ୍ରମ ନକରିବା ମଧ୍ୟ ଅନ୍ୟ ଏକ ବଡ଼ କାରଣ । ମଦ କିମ୍ବା ସିଗାରେଟ ସେବନ ମୋଟାପଣ ଏବଂ ଅଧିକ ଚନ୍ତା କରିବା ।