ସମ୍ବଲପୁର: ଖୋଲିଲା ହିରାକୁଦ ଡ୍ୟାମର ଆଉ ୬ଟି ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ପାଇଁ ହିରାକୁଦରେ ଖୋଲାଯାଇଛି ଗେଟ । ବର୍ତ୍ତମାନ ମୋଟ ୨୦ଟି ଗେଟ ଦେଇ ହିରାକୁଦରୁ ହେଉଚି ଜଳ ନିଷ୍କାସିତ ।ବାମ ପାଶ୍ୱରୁ ୧୩ଟି ଓ ଡାହାଣପାଶକବରୁ ୭ଟି ଗେଟ୍ ହୋଲାଯାଇଥିବା କୁହାଯାଉଛି । ସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ଅହୁରି ଗେଟ କୋଲାଜିବ ବୋଲି କୁହାଯାଉଛି । ରାଜ୍ୟରେ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ତେଣୁ ମହାନଦୀର ଉପରମୁଣ୍ଡରେ ୩୭ମିଲିମିଟର ବର୍ଷା ହୋଇଥିବା ଆକଳନ କରାଯାଇଛି ।