ଭୁବନେଶ୍ୱର: HMPV ଭାଇରସ ଓଡ଼ିଶାରେ ଚି଼ହ୍ନଟ ହୋଇନାହିଁ | କେନ୍ଦ୍ର ର ଗାଇଡ଼ଲାଇନ କୁ ଅପେକ୍ଷା କରିଛୁ | ଆମେ ପ୍ରସ୍ତୁତ ଅଛୁ | କିଛି ଡରିବାର ନାହିଁ | କେନ୍ଦ୍ର ରୁ ପ୍ରେସ ରିଲିଜ ଆସିଛି | 2 ଟି କେଶ କର୍ଣ୍ଣାଟକ ରେ ହୋଇଛି | ଦୁଇଟି ଛୁଆ ଙ୍କ ଦେହରେ ଚିନ୍ହଟ ହୋଇଛି | ଥଣ୍ଡା କାଶ ଲକ୍ଷଣ ପ୍ରକାଶ ପାଇଛି | 65 ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ଗତ ଙ୍କ ଠାରେ ବେଶୀ ଦେଖାଦିଏ | 2 ଟି କେଶ ରେ ବିଦେଶୀ ପରିଭ୍ରମଣର ରିପୋର୍ଟର ନାହିଁ | 2001 ମସିହା ରୁ ଏ ଭୁତାଣୁ ଅଛି ଆମେ ସର୍ଭିଲାନ୍ସ ବଢ଼େଇଛୁ | ବେସି କେଶ ହେଲେ ପଦକ୍ଷେପ ନିଆଯିବ | ପରୀକ୍ଷା କରିବୁ | ଏମ୍ସ ପ୍ରସ୍ତୁତ ଅଛି ପରୀକ୍ଷା ପାଇଁ | ଜନ ସାଧାରଣ ସତର୍କ ହୁଅନ୍ତୁ | ଥଣ୍ଡା କାଶ ହେଲେ ପରୀକ୍ଷା କରନ୍ତୁ | ଯାହାକୁ ଥଣ୍ଡା ହୋଇଛି ତା ସଂସ୍ପର୍ଶ ରେ ଆସିବେ ନାହିଁ |