ଡାଇରିଆ ପାଇଁ ୧୪ ରୁ ୧୬ ଯାଏଁ ଛୁଟି ବାତିଲ କଲେ ଜିଲ୍ଲା…

0

ଡ଼ାଇରିଆ ପାଇଁ ଯାଜପୁରରେ ଛୁଟି ବାତିଲ ।  ଆସନ୍ତାକାଲି ଠାରୁ ୧୬ ତାରିଖ ଯାଏ ଛୁଟି ବାତିଲ କରିଲେ ଜିଲ୍ଲାପାଳ । ସମସ୍ତ ଅଫିସ ଖୋଲା ରହିବ କିନ୍ତୁ ଛୁଟି ଅନୁମତି ଦିଆଯିବନି । ପୂର୍ବରୁ ଦିଆଯାଇଥିବା ଛୁଟିକୁ ବାତିଲ କରାଗଲା । କିଛିଦିନ ପୂର୍ବରୁ ଯାଜପୁରରେ ଯେଉଁ ଅଞ୍ଚଳରେ ଡାଇରିଆ ବ୍ୟାପିଥିଲା ସେ ସ୍ଥାନକୁ ଏସିବିରୁ ଏକ ଡାକ୍ତରୀ ଟିମ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।  ଏହି ଘଟଣାରେ ଯେଉଁ ଦୁଇ ଜଣଙ୍କ ଜୀନବନ ଚାଲିଯାଇ ଥିଲା ସେମାନଙ୍କର ପରିଚୟ ଚିହ୍ନଟ ହୋଇଥିଲା ।

ତେବେ ସେହି ମୃତକଙ୍କ ମଧ୍ୟରେ ଜଣଙ୍କ ନାମ ଟମକା ଓ ଆଉ ଜଣେ କଟକର ବୋଲି ଏସିବି ପ୍ରଶାସନିକ ଅଧିକାରୀ ସୁବାସ ରାୟ ସୂଚନା ଦେଇଥିଲେ । ତେବେ ଏସ ସିବିରେ ଡାଇରିଆରେ ଆକ୍ରାନ୍ତ ହୋଇ ୭୮ ଜଣ ଭର୍ତ୍ତି ହୋଇଥିଲେ । ୭୮ ଜଣଙ୍କ ମଧ୍ୟ ରୁ ୩୯ ଜଣ ଯାଜପୁର ଜିଲ୍ଲାର ବୋଲି ଜଣା ପଡିଥିଲା ।