କେଉଁ ବିଭାଗକୁ କେତେ ମିଳିଛି? ଆସନ୍ତୁ ଜାଣିବା

0

ଭୁବନେଶ୍ୱର; ବଜେଟ୍-୨୦୨୫ ଆସିଛି । ଆୟକରକୁ ନେଇ ବଡ ଘୋଷଣା ହୋଇଥିବା ବେଳେ ମଧ୍ୟବିତ୍ ଓ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଇଛି । ତେବେ କେଉଁ ବିଭାଗକୁ କେତେ ମିଳିଛି? ଆସନ୍ତୁ ଜାଣିବା

• କୃଷି – ୧,୭୧,୪୩୭ କୋଟି
• ଶିକ୍ଷା – ୧,୨୮,୬୫୦ କୋଟି
• ସ୍ୱାସ୍ଥ୍ୟ – ୯୮,୩୧୧ କୋଟି

.ଶକ୍ତି – ୮୧,୧୭୪ କୋଟି

• ବାଣିଜ୍ୟ ଓ ଉଦ୍ୟୋଗ – ୬୫,୫୫୩ କୋଟି
• ସମାଜ କଲ୍ୟାଣ – ୬୦,୦୫୨ କୋଟି
• ବୈଜ୍ଞାନିକ ବିଭାଗ – ୫୫,୬୭୯ କୋଟି

• ପ୍ରତିରକ୍ଷା – ୪,୯୧,୭୩୨ କୋଟି
• ଗ୍ରାମୀଣ ବିକାଶ – ୨,୬୬,୮୧୭ କୋଟି
• ଗୃହ ମନ୍ତ୍ରାଳୟ – ୨,୩୩,୨୧୧ କୋଟି
• ନଗର ଉନ୍ନୟନ – ୯୬,୭୭୭ କୋଟି
• ସୂଚନା ଓ ପ୍ରଯୁକ୍ତିବିଦ୍ୟା – ୯୫,୨୯୮ କୋଟି