ରୋଷେଇ ଘର ସ୍ମେଲ ହେଉଛି କି? ଆପଣାନ୍ତୁ ଏହି ଟିସ୍ପ

0

(ପ୍ରିୟଦର୍ଶନୀ ସ୍ୱାଇଁ): ଘରେ ଗୃହିଣୀ ମାନେ ଦିନ ସାରା କିଛି ନା କିଛି କାମ କରି ଘରକୁ ସଫାସୁତୁରା ରଖିବା ପାଇଁ ଚେଷ୍ଟ କରନ୍ତି । ତାଙ୍କର ଶତ ଚେଷ୍ଟ ସ୍ୱର୍ତ୍ତେ ଏହା ହୋଇପାରେ ନାହିଁ । ତେବେ ଆମେ ଆପଣଙ୍କୁ ରୋଷେଇ ଘରକୁ ଦୁଗନ୍ଧ ମୁକ୍ତ କରିବା ପାଇଁ ଆରମ୍ଭ କରନ୍ତୁ ଏହି ସୋପାନ । ରୋଷେଇ ଘରକୁ ସଫାସୁତୁରା ରଖିବା ଉଚିତ କିନ୍ତୁ ରୋଷେଇ ଘର ସଫାସୁତୂରା ରଖିବା ପରେ ବି ରୋଷେଇ ରୁମ ଗନ୍ଧଉଛି କି? ତେବେ ଆପପଣାନ୍ତୁ ଏହି ଟିପ୍ସ :-
୧.ଲୁଣ: ବାସନ ଧୋଇବା ପରେ ବେସିନରେ କିଛି ମାତ୍ରାରେ ଲୁଣ ପକାଇ ଦିଅନ୍ତୁ ।
୨. ଲେମ୍ବୁ: ବେସିନକୁ ପ୍ରତିଦିନ ଲେମ୍ବୁ ଓ ଲୁଣର ଏକ ପେଷ୍ଟବନାଇ ସଫା କରନ୍ତୁ ।
୩.କଳା ଭିନେଗାର: ବାସନ ମାଜିବା ପରେ ବ୍ରଶରେ କଳାଭିନେଗାର ଦେଇ ସଫା କରିପାରିବେ ।
୪.ବେକିଙ୍ଗ ସୋଡ଼ା: ଖାଦ୍ୟ ରଖିବା ସମୟରେ କିଛି ବେକିଙ୍ଗ ସୋଡ଼ା ପକାଇ ଦିଅନ୍ତୁ । ଏହା ଦ୍ୱାରା ଦୁଗନ୍ଧ କମିଯିବ । ଓ ୫ମିନଟ ପରେ ତାକୁ ଏକ ଷ୍ଟିଲ ସ୍କର୍ବରେ ମାଜି ଦିଅନ୍ତୁ ।