ଝିଅମାନଙ୍କୁ ସଶକ୍ତ କରିବା ପାଇଁ ମୁଁ ୨୬ କୋଟି ଟଙ୍କାର ପ୍ରସ୍ତାବ

0

ସୁଦକ୍ଷା ଯୋଜନା, ସରକାରୀ ITI ଏବଂ ପଲିଟେକ୍ନିକରେ ଝିଅମାନଙ୍କ ନାମଲେଖା ବୃଦ୍ଧି, ଅନ୍ତର୍ଭୁକ୍ତିକରଣ ଏବଂ ଆର୍ଥିକ ଗତିଶୀଳତାକୁ ପ୍ରୋତ୍ସାହିତ କରିଛି । ବୃଭିଗତ ଏବଂ ବୈଷୟିକ ଶିକ୍ଷା ମାଧ୍ୟମରେ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ମୁଁ ୨୬ କୋଟି ଟଙ୍କାର ପ୍ରସ୍ତାବ ଦେଉଛି । ଓଡ଼ିଶାର ଯୁବପିଢ଼ିଙ୍କୁ ଉଦ୍ୟୋଗୀ କରିବା ପାଇଁ, ନାନୋ ୟୁନିକଣ୍ଠ ଯୋଜନା ଏକ ବୈପ୍ଳବିକ ପରିବର୍ତ୍ତକ ହେବ