ବିଶ୍ୱକପ ୨୦୨୩ ପାଇଁ ଆସିସ ରିଲିଜ କରିଛି ଆନିମେଟେଡ ପୋଷ୍ଟର । ଯେଉଁଥିରେ ୧୦ଟି ଟିମର ଅଧିନାୟକ ବିଶ୍ୱକପ୍ ଟ୍ରଫି ନିକଟରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଟ୍ରଫି ସାମ୍ନାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଜୋସ ବଟଲର ଏବଂ ପାଟ୍ କେମିନ୍ସ ନଜର ଆସିଛନ୍ତି ।
The 10 teams of #CWC23 🎉 pic.twitter.com/WsUNdEj4LG
— ICC (@ICC) July 11, 2023
ତାଙ୍କ ଦୁଇ ଜଣଙ୍କ ପାଖରେ ରୋହିତ ଶର୍ମା, ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଏବଂ ଅନ୍ୟ ଟିମର ଅଧିନାୟକ ନଜର ଆସିଛନ୍ତି ।