ନୂଆ ବର୍ଷରେ ବେଆଇନ ମଦ କାରବାର ସଂପୂର୍ଣ୍ଣ ବନ୍ଦ

0

ଭୁବନେଶ୍ୱର:  ନୂଆ ବର୍ଷରେ ବେଆଇନ ମଦ କାରବାର ସଂପୂର୍ଣ୍ଣ ବନ୍ଦ ପାଇଁ ଆହୁରି କଠୋର ହେବେ ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ ରହିବେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । ଜିଲ୍ଲାରେ କୌଣସି ଜାଗାରେ ଯେମିତି ଚୋରା ମଦ ବିକ୍ରି ନହେବ, ତାହାର ଟାର୍ଗେଟ ନେଇ ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟ କରିବ । ଜବତ ହେଉଥିବା ଗାଡ଼ି ଗୁଡ଼ିକୁ ସଂପୂର୍ଣ୍ଣ ବାର୍ଯ୍ୟାପ୍ତି କରିବେ ସରକାର ।