୧୨ ହଜାର ୧୧୬ ଟି ସ୍ଥାନରେ ଚଢ଼ାଉ କରି ବେଆଇନ ମଦ କାରବାର ଉପରେ ରୋକ : ଆଇନ ମନ୍ତ୍ରୀ

0

ଭୁବନେଶ୍ୱର: ତୃତିୟ ଦିନରେ ବିଧାନସଭା ଅଧିବେଶନ ।  ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ବେଆଇନ ମଦ ବିକ୍ରି ଉପରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ। ଚଳିତ ବର୍ଷ ୧୨ ହଜାର ୧୧୬ ଟି ସ୍ଥାନରେ ଚଢ଼ାଉ କରି ବେଆଇନ ମଦ କାରବାର ଉପରେ ରୋକ ଲଗାଇଛନ୍ତି ସରକାର ।  ୧୫ ହଜାର ୬୬୫ ଜଣଙ୍କୁ ଗିରଫ କରିଛନ୍ତି ରାଜ୍ୟ ସରକାର କହିଲେ ମନ୍ତ୍ରୀ ।