ପୁରୀ ମେଡିକାଲରେ ବୁଲା କୁକୁର ମାନଙ୍କ ଉପଦ୍ରବ ବୃଦ୍ଧିପାଇଛି

0

ପୁରୀ : ପୁରୀ ମେଡିକାଲରେ ବୁଲା କୁକୁର ମାନଙ୍କ ଉପଦ୍ରବ ବୃଦ୍ଧିପାଇଛି। କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମେଡିକାଲ ଭିତରକୁ ଅବାଧରେ ପ୍ରବେଶ କରୁଛନ୍ତି ବୁଲା କୁକୁର । ତେବେ ଦେଖନ୍ତୁ ମେଡିକାଲର ବ ୱର୍ଡରୁ କିଭଳି ବ୍ଲଡ ସଂଗ୍ରହ କିଟ୍ ନେଇ ପଳାଉଛି  କୁକୁର। କେବଳ ସେତିକି ନୁହେଁ ମେଡିକାଲର ବେଡରେ ଶୋଇବା ଓ ୱର୍ଡରେ ବେଧଡକ ଭାବେ ବୁଲିବା ରୋଗୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି।