ରାଜ୍ୟରେ ତିନି ବର୍ଷରେ ୨୦୬୪ ଜଣ ବିଭିନ୍ନ ନଦୀ,ସମୁଦ୍ର ଓ ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି ।କଟକ ରେ ସର୍ବାଧିବ ୨୫୨ ଜଣଙ୍କ ପାଣି ରେ ବୁଡି ହୋଇଛି ମୃତ୍ୟୁ ।ମୟୁରଭଞ୍ଜରେ ୨୫୧ ଜଣଙ୍କ ପାଣିରେ ବୁଡି ଯାଇଛି ଜୀବନ ।
କୋରାପୁଟରେ ୨୦୭ ଓ ନବରଙ୍ଗପୁର ରେ ୧୦୨ ଜଣଙ୍କ ଯାଇଛି ଜୀବନ ।ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନ ରେ ମୁଖ୍ୟମନ୍ତ୍ରୀ ଙ୍କ ଉତ୍ତର ।