ଠକ ଦମ୍ପତିଙ୍କୁ ଜେରା କରିବ ଆୟକର ବିଭାଗ

0

ଭୁବାନଶ୍ୱର: ଠକ ଦମ୍ପତିଙ୍କୁ ଜେରା କରିବ ଆୟକର ବିଭାଗ। ରାଜଧାନୀରୁ ଠକ ଦମ୍ପତି ହଂସିତା ଓ ଅନିଲ ମହାନ୍ତି ଗିରଫ ଘଟଣା। ଉଭୟଙ୍କୁ ଜେରା କରିବ ଆୟକର ବିଭାଗ।  ପଚରାଉଚରା ପାଇଁ କୋର୍ଟ ରେ ଆବେଦନ କଲା ଆୟକର ବିଭାଗ। ଅନୁମତି ମିଳିଲେ ଝାରପଡା ଜେଲ ରେ ଉଭୟ ଙ୍କୁ ଜେରା କରିବ ତଦନ୍ତକାରୀ ଟିମ। ଠାବ ହୋଇଥିବା  ସମ୍ପତ୍ତିକୁ ନେଇ ହେବ ପଚରାଉଚରା।