Breaking : ମା’ ନାମରେ ଗଛ ଲଗାଇବେ ସମସ୍ତ ଛାତ୍ରଛାତ୍ରୀ ଜାରି ହେଲା ନୋଟିସ

0

ଭୁବନେଶ୍ୱର : ଆସନ୍ତାକାଲି ସ୍ୱାଧୀନତା ଦିବସ ପାଳନ ନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଚିଠି । ସମସ୍ତ ସରକାରି ଓ ବେସରକାରୀ ବିଦ୍ୟାଳୟରେ 78 ତମ ସ୍ୱାଧୀନତା ଦିବସ ପାଳନ କରିବେ ଛାତ୍ରଛାତ୍ରୀ । ସ୍କୁଲ ପରିସରରେ ଛାତ୍ରଛାତ୍ରୀ ମା ନାମ ରେ ଲଗାଇବେ ଗଛ । ଛାତ୍ରଛାତ୍ରୀ ନିଜ ଘର ଛାତ ରେ ଜାତୀୟ ପତାକା ଲଗାଇବା ପ୍ରୋତ୍ସାହନ କରିବ ସ୍କୁଲ । ଏଥିସହ ଡିଵେଟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଭାଗନେବେ।