ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୭, ୨୬୬ କରୋନା ଆକ୍ରାନ୍ତ ଚିହ୍ନଟ, ୧,୦୫୭ ମୃତ

0

ନୂଆଦିଲ୍ଲୀ: ଦେଶରେ୨୪ ଘଣ୍ଟା ମଧ୍ୟରେ ୭୭, ୨୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୦୫୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩, ୮୭, ୫୦୧ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୁଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫,୮୩,୯୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧, ୫୨୯ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଆଜିର ୭୭, ୨୬୬ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୪୨, ୦୨୩ ରହିଛି। ୨୪ ଘଣ୍ଟାରେ ୧,୦୫୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।