ଆସନ୍ତା କାଲିଠାରୁ ଆରମ୍ଭ ଇଣ୍ଡିଆ ଇଣ୍ଟରନ୍ୟାସନାଲ ମେଗା ଟ୍ରେଡ଼ ଫେୟାର

0

(ଆଦର୍ଶ ରାଉତ /ଭୁବନେଶ୍ୱର):ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆ ଇଣ୍ଟରନ୍ୟାସନାଲ ମେଗା ଟ୍ରେଡ଼ ଫେୟାର । ଜାନୁଆରୀ ୨୫ରୁ  ଫେବୃଆରୀ ୪ ଯାଏଁ ଜନତା ମଇଦାନରେ ଅନୁଷ୍ଠିତ ହେବ ପ୍ରଦର୍ଶନୀ ।ଆସନ୍ତା କାଲି ଏହାର ଉଦଘାଟନ କରିବେ ନାଲକୋ ଚେୟାର ମ୍ୟାନ ତପନ କୁମାର ଚାନ୍ଦ । ପ୍ରଦର୍ଶନୀରେ ଘର ସାକସଜ୍ଜା ଜିନିଷ ପ୍ରଦର୍ଶନୀ କରାଯିବ । ଭାରତ ସମେତ ଅନ୍ୟ ୭ଟି ଦେଶ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିବେ ।