ଭାରତ – ଦକ୍ଷିଣ ଆଫିକ୍ରା ଟି-୨୦ ମ୍ୟାଚ୍

ବୋଲିଂ କରିବ ଦକ୍ଷିଣ ଆଫ୍ରିକା

0

କଟକ: ବାରବାଟୀରେ ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ୍ ଜିତିଛି । ହେଲେ ଭାରତ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ତେବେ ଦକ୍ଷିଣ ଆଫ୍ରିକା ବୋଲିଂ କରିବାର ନିଷ୍ପତ୍ତି ନେଇଛି । ଭାରତୀୟ ଟିମ୍ର ଖେଳାଳିମାନେ ଅପରିବର୍ତ୍ତିତ ରହିଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ଟିମ୍ରେ ଦୁଇ ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି । ପ୍ରଥମ ମ୍ୟାଚ୍ ଖେଳିଥିବା ଡିକକ୍ ଓ ଷ୍ଟବ୍ସ ଖେଳିବେ ନାହିିଁ । ତାଙ୍କ ସ୍ଥାନରେ ହେଣ୍ଡ୍ରିକ୍ସ ଓ କ୍ଲାସେନ ମ୍ୟାଚ୍ ଖେଳିବେ ବୋଲି ଜଣାପଡିଛି । ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରିଥିବା କ୍ରୀଡାପ୍ରେମୀ ମ୍ୟାଚ୍ର ମଜା ନେବେ । ମ୍ୟାଚ୍ କିଏ ଜିତିବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ଉଭୟଙ୍କ ଖେଳର ପ୍ରଦର୍ଶନ ପରେ ମ୍ୟାଚ୍ କିଏ ତାହା ଶେଷ ସମୟରେ ଜଣାପଡିବ ।