ଲସ୍କର କମାଣ୍ଡର ଅକ୍ରମ ଗାଜିକୁ ଗୁଳି କରି ହତ୍ୟା

0

ନୂଆଦିଲ୍ଲୀ, ଗୁରୁବାର ଦିନ ପାକିସ୍ତାନରେ ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ଅକ୍ରମ ଗାଜୀକୁ ହତ୍ୟା କରାଯାଇଛି । ପାକିସ୍ତାନରେ ଭାରତ ଶତ୍ରୁକୁ ହତ୍ୟା ଘଟଣା ପ୍ରଥମ ଘଟଣା ନୁହଁ । ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି । କିଛି ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ଭାରତର ମୋଷ୍ଟ ୱାଂଟଡ଼ ଆତଙ୍କବାଦୀମାନେ ନିହତ ହୋଇଛନ୍ତି । ତେବେ ଏଭଳି ପାକିସ୍ତାନରେ ବାରମ୍ବାର ଭାରତ ବରୋଧୀମାନଙ୍କୁ ହତ୍ୟା ଘଟଣାରେ ପାକିସ୍ତାନର ନିଦ ହଜିଗଲାଣି ।