ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫୋରେନସିକ ବିଜ୍ଞାନ ଅନୁଷ୍ଠାନ

0

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ   ଫୋରେନସିକ  ବିଜ୍ଞାନ ଅନୁଷ୍ଠାନ । ଏଥିରେ ୮ଜଣ  ଏସପି , ୮ ଜଣ ଏଏସପି , ୨୪ ଡିଏସପି କାର୍ଯ୍ୟ କରିବେ । ଏହା ସହିତ ୨୪ ସାଇବର ଏକ୍ମପର୍ଟ, ଚାଟାର୍ଡ ଆକାଉଣ୍ଟ , ବ୍ୟାଙ୍କ  ଏକ୍ସପର୍ଟ ରହିବେ । ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।