RERA ପୂର୍ବରୁ ନିର୍ମିତ ଘରଗୁଡ଼ିକ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ

0

ଭୁବନେଶ୍ୱର; ଓଡ଼ିଶା ଆପାର୍ଟମେଣ୍ଟ ଆଇନ-୨୦୨୩ ଲାଗୁ ପାଇଁ ନିର୍ଦ୍ଦେଶ | ଏନେଇ ରାଜସ୍ବ ବିଭାଗ ପକ୍ଷରୁ IGR ଓଡ଼ିଶାକୁ ଚିଠି | RERA ପୂର୍ବରୁ ନିର୍ମିତ ଘରଗୁଡ଼ିକ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ | ପଞ୍ଜୀକରଣ କରୁଥିବା ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ପାଇଁ ଲେଖିଲେ ଚିଠି |

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ପ୍ରକାଶ | RERA ପୂର୍ବରୁ ନିର୍ମିତ ହୋଇଥିଲେ ବି ଆପାର୍ଟମେଣ୍ଟ ଆଇନରେ ପଞ୍ଜୀକରଣ |