ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ: ମହିଳା ମୃତ, ଜଣେ ଗୁରୁତର

0

ବାସୁଦେବପୁର: ଆଇରନ ବୋଝେଇ ଟ୍ରକ ଧକ୍କାରେ ଗଲା ମହିଳାଙ୍କ ଜୀବନ । ଏଭଳି ଦୁର୍ଘଟଣା ଘଟିଛି ଜାମୁଝଡି ଧାମରା ରାସ୍ତା ନିକଟକ ବେତଡା ହାଇସ୍କୁଲ ଛକ ନିକଟରେ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତ ମହିଳାଙ୍କ ଘର ନିକଟସ୍ତ ସୁରଦେଇ ଗ୍ରାମର ହୋଇଥିବା ବୋଲି ସୂଚାନା ରହିଛି ।