(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦିଲ୍ଲୀର ଆଇ ସ୍ପେସାଲ ଟିମ ଜାମ୍ମୁ କାଶ୍ମୀରରୁ ଫେରାର ଥିବା ଜୈଶ-ଏ-ମହମ୍ମଦର ଆତଙ୍କୀ ଫୈୟାଜ ଅହମଦ ଲୋନକୁ ଆଜି ସକାଳେ ଶ୍ରୀନଗରରୁ ଗିରଫ କରିଛି । ସେ ଦିଲ୍ଲୀ ହାଇକୋର୍ଟର ଏକ ମାମଲାରେ ଗତ ଚାରି ବର୍ଷ ଧରି ୱଂଟେଡ ଥିଲା । ସେ ୨୦୧୫ରୁ ଫେରାର ହୋଇଯାଇଥିଲେ । ତାହା ବିରୋଧରେ ବେଆଇନ ୱାଂରେଟି ମଧ୍ୟ ଜାରୀ କରାଯାଇଛି।
ଆତଙ୍କୀ ଫୈୟାଜ ଅହମ୍ମଦ ଲୋନ ଉପରେ ଦିଲ୍ଲୀ ପୁଲିସ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା ।