ନୂଆଦିଲ୍ଲୀ: ଆତଙ୍କୀ ହମଲାରେ ୩ ଯବାନ ସହିଦ । କାଶ୍ମୀର ରଜୌରୀରେ ଆତଙ୍କ ବାଦୀ ହମଲାରେ ୩ ଯବାନ ସହିଦ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗାଡିକୁ ଘେରି ଗୁଳିମାଡ କଲେ ଆତଙ୍କବାଦୀ । ଏହି ଆକ୍ରମଣରେ ଅଉ ୩ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଆମ୍ବୁସ ଲଗାଇ ସେନା ଗାଡିକୁ ଆକ୍ରମଣ କରିଛନ୍ତି ଆତଙ୍କୀ ।