ଝାରସୁଗୁଡା ଉପନିର୍ବାଚନର ଭୋଟ ଗଣତି ଜାରି: ସପ୍ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ

0

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନର ଭୋଟ ଗଣତି ଜାରି । କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ ଅଛନ୍ତି । ଷଷ୍ଠ ପରେ ସପ୍ତମ ରାଉଣ୍ଡରେ ବି ଆଗୁଆ ବିଜେଡି । ସପ୍ତମ ରାଉଣ୍ଡରେ ଦୀପାଳି ଦାସ ପାଇଛନ୍ତି
ଦୀପାଳି ଦାସ – ୪୬୧୧
ଟଙ୍କଧର ତ୍ରିପାଠୀ – ୨୧୧୬
ତରୁଣ ପାଣ୍ଡେ -୪୦୦
ସପ୍ତମ ରାଉଣ୍ଡରେ ଦୀପାଳି ଦାସ ୨୪୯୫ଖଣ୍ଡ ଭୋଟରେ ଆଗୁଆ
ବିଜେଡି -୪୦୨୨୦
ବିଜେପି -୨୧୯୭୪
କଂଗ୍ରେସ -୨୩୫୯
ସପ୍ତମ ରାଉଣ୍ଡ ରେ ୧୮୨୪୬ଭୋଟ ରେ ବିଜେଡି ଆଗୁଆ