ବିଜୟମୁହାଁ ବିଜେଡି : ପୁଣି ଝାରସୁଗୁଡ଼ାରେ ମୁକୁଟ ଜିଣିପାରେ ବିଜୁ ଜନତା ଦଳ

0

ଝାରସୁଗୁଡା ଫଳାଫଳ : ବିଜୟମୁହାଁ ବିଜେଡି ।  ପୁଣି ଝାରସୁଗୁଡ଼ାରେ ମୁକୁଟ ଜିଣିପାରେ ବିଜୁ ଜନତା ଦଳ । ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ନିଜ ପତିଆରା ପ୍ରଦର୍ଶନ କରୁଛି ବିଜେଡି । ୧୬ , ୧୭ରାଉଣ୍ଡ୍‌ ସୁଦ୍ଧା ବିଜେଡି ଆଗୁଆ ରହିଥିବା ବେଳେ ବିଜେପି ଦ୍ୱିତୀୟରେ ଓ କଂଗ୍ରେସ ରହିଛି ତୃତୀୟ ସ୍ଥାନରେ . .

୧୬ରାଉଣ୍ଡ
ଦୀପାଳି ଦାସ – ୫୦୦୫
ଟଙ୍କଧର ତ୍ରିପାଠୀ – ୨୭୩୫
ତରୁଣ ପାଣ୍ଡେ -୧୬୦
୧୬ରାଉଣ୍ଡରେ ଦୀପାଳି ଦାସ ୨୨୭୦ ଖଣ୍ଡ ଭୋଟରେ ଆଗୁଆ

ସମୁଦାୟ
ବିଜେଡି -୯୪୩୩୨
ବିଜେପି -୫୧୯୩୧
କଂଗ୍ରେସ -୪୧୩୩
୧୬ରାଉଣ୍ଡ ରେ ୪୨୩୯୫ଭୋଟ ରେ ବିଜେଡି ଆଗୁଆ

୧୭ରାଉଣ୍ଡ

ଦୀପାଳି ଦାସ – ୬୪୫୯
ଟଙ୍କଧର ତ୍ରିପାଠୀ – ୩୧୧୪
ତରୁଣ ପାଣ୍ଡେ -୧୪୩

୧୭ରାଉଣ୍ଡରେ ଦୀପାଳି ଦାସ ୩୩୪୫ ଖଣ୍ଡ ଭୋଟରେ ଆଗୁଆ

ସମୁଦାୟ

ବିଜେଡି -୧୦୦୭୮୫
ବିଜେପି -୫୫୦୪୫
କଂଗ୍ରେସ -୪୨୭୬
୧୭ରାଉଣ୍ଡ ରେ ୪୫୭୪୦ଭୋଟ ରେ ବିଜେଡି ଆଗୁଆ

୧୮ରାଉଣ୍ଡ

ଦୀପାଳି ଦାସ – ୫୮୧୯
ଟଙ୍କଧର ତ୍ରିପାଠୀ – ୩୧୦୦
ତରୁଣ ପାଣ୍ଡେ -୧୮୭

୧୮ରାଉଣ୍ଡରେ ଦୀପାଳି ଦାସ ୨୭୧୯ ଖଣ୍ଡ ଭୋଟରେ ଆଗୁଆ

ସମୁଦାୟ

ବିଜେଡି -୧୦୬୬୦୪
ବିଜେପି -୫୮୧୪୫
କଂଗ୍ରେସ -୪୪୬୩
୧୮ରାଉଣ୍ଡ ରେ ୪୮୪୫୯ଭୋଟ ରେ ବିଜେଡି ଆଗୁଆ

ଗଣତି କେନ୍ଦ୍ର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନଙ୍କ ୱେବସାଇଟ ଜରିଆରେ ସାଙ୍ଗେ ସାଙ୍ଗେ ଗଣତିର ଅପଡେଟ୍ ମିଳିପାରିବ । ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ନିର୍ବାଚନ। |