ଝାରସୁଗୁଡା :କିଏ ପିନ୍ଧିବ ଝାରସୁଗୁଡ଼ା ବିଜୟ ମୁକୁଟ । କାହାକୁ ଭରସା କରିଛନ୍ତି ଭୋଟର । ବିଜେଡି ନା ବିଜେପି ନା କଂଗ୍ରେସ । କାହାକୁ ସପକ୍ଷରେ ଯିବ ଜନତାଙ୍କ ରାୟ । ଦଶମ ରାଉଣ୍ଡରେ ବି ବିଜେଡି ଆଗୁଆ ।
ଦଶମ ରାଉଣ୍ଡ
ଦୀପାଳି ଦାସ – ୫୮୭୦
ଟଙ୍କଧର ତ୍ରିପାଠୀ – ୩୯୭୬
ତରୁଣ ପାଣ୍ଡେ -୨୪୩
ଦଶମ ରାଉଣ୍ଡରେ ଦୀପାଳି ଦାସ ୧୯୮୪ ଖଣ୍ଡ ଭୋଟରେ ଆଗୁଆ
ସମୁଦାୟ
ବିଜେଡି -୫୭୬୫୦
ବିଜେପି -୩୨୧୬୬
କଂଗ୍ରେସ -୩୦୬୬
ଦଶମ ରାଉଣ୍ଡ ରେ ୨୫୪୮୪ଭୋଟ ରେ ବିଜେଡି ଆଗୁଆ