ଝାରସୁଗୁଡା ଫଳାଫଳ : ଝାରସୁଗୁଡା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଭୋଟ ଗଣତି ଚାଲିଥିବା ବେଳେ ଆଗେଇ ଚାଲିଛି ବିଜେଡି। ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ନିଜ ପତିଆରା ପ୍ରଦର୍ଶନ କରୁଛି ବିଜେଡି । ଦଶମ ରାଉଣ୍ଡ୍ ସୁଦ୍ଧା ବିଜେଡି ଆଗୁଆ ରହିଥିବା ବେଳେ ବିଜେପି ଦ୍ୱିତୀୟରେ ଓ କଂଗ୍ରେସ ରହିଛି ତୃତୀୟ ସ୍ଥାନରେ . .
୧୧ ରାଉଣ୍ଡ
ଦୀପାଳି ଦାସ – ୫୯୦୮
ଟଙ୍କଧର ତ୍ରିପାଠୀ – ୩୨୨୨
ତରୁଣ ପାଣ୍ଡେ -୧୪୨
ସମୁଦାୟ
ବିଜେଡି -୬୩୫୧୩
ବିଜେପି -୩୫୩୮୮
କଂଗ୍ରେସ -୩୨୦୮
୧୧ ରାଉଣ୍ଡ ରେ ୨୮୨୭୦ଭୋଟ ରେ ବିଜେଡି ଆଗୁଆ