(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତାଲୁକ ଆଇନ ତରଫରୁ ମେଡିକାଲରେ ଫଳ ବଣ୍ଟନ କରାଯାଇଥିଲା । ଏଠାରେ ଅତିରିକ୍ତ ଜିଲ୍ଲା ଦ୍ୱୈରାଜ ବାମଶଙ୍କର ମିଶ୍ର, ବରିଷ୍ଠ ସିଭିଲ ଜଜ ଇନ୍ଦୁମତି ଶର୍ମା,ଏସଡିଯେଏମ ପତଞ୍ଜଳି ସାହୁ, ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ୟ୍ୟ, ଓକିଲ ସଂଘ ସଭାପତି ଧର୍ମାନନ୍ଦ ମଲ୍ଲୀକ, ସମ୍ପାଦକ ପ୍ରସନ୍ନ ତ୍ରିପାଠୀଙ୍କ ସମେତ ଡାକ୍ତରମାନେ ଉପସ୍ଥିତ ରହି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଫଳ ବଣ୍ଟନ କରିବା ସଙ୍ଗେ ରୋଗୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ।