(ସର୍ବେଶ୍ୱର ପ।ତ୍ର ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେ ୫୦୦କେଭିଏ ଦୁଇଟି ଟ୍ରାନ୍ସଫର୍ମର ଉଦଘାଟନ କଲେ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ।ଆଜି ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ କାମାକ୍ଷାନଗର ବଜ଼ାର ଦାସୀ ବନ୍ଧ ନିକଟରେ ଗୋଟିଏ ଓ ରେଙ୍ଗାଳି ଠାରେ ଗୋଟିଏ ଟ୍ରାନ୍ସଫର୍ମର ବସିଥିଲା ।ଏଠାରେ ସେସୁ ଏସଡିଓ ନିର୍ମଳ କୁମାର ସାମଲ,କନିଷ୍ଟ ଯନ୍ତ୍ରୀ ନଳିନୀ ଶଙ୍କର ରଥ,ସମାଜସେବୀ ମଙ୍ଗୁତ ଲାଲ କଟ।ରୁକା,ମାନସ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।