ବିଜୁ ମହିଳା ଜନତା ଦଳର ମହାସମାବେଶ

0

(ବନବାସି ପ୍ରଧାନ) : ବାଲିଗୁଡ଼ା ସଭାଗୃହଠାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ମହାସମାବେଶ ଅନୁଷ୍ଠିତ ହୋଯାଇଛିା । ଆଗମି ଦିନରେ ବିଜେଡ଼ି ପ୍ରାର୍ଥୀଙ୍କୁ ଜିତାଇବା ଓ ବିଜେଡ଼ି ମହିଳା ସଂଗଠନକୁ କିପରି ମଜଭୁତ କରିପାରିବେ ତାହା ଉପରେ ସମସ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ଥାନୀୟ ବିଧାୟକ ରାଜୀବ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅକାଂକ୍ଷା ପ୍ରଧାନ, ବାଲିଗୁଡ଼ା ଏନସି ଚ୍ୟାୟରମେନ ମମତା ବେହେରା , ବିଜେଡ଼ି ମହିଳା ମୋର୍ଚ୍ଚା ସମ୍ପାଦିକା ଜୋଲିନା ପ୍ରିୟଦର୍ଶନି ସମତେ ବିଜେଡ଼ିର କାର୍ଯ୍ୟକତ୍ତା ଓ ସାତଶହରୁ ଉର୍ଦ୍ଧ ବିଜେଡ଼ିର ମହିଳା କର୍ମି ଯୋଗ ଦେଇଥିଲେ ।