ଭୁବନେଶ୍ୱର : ବିଜେଡିରୁ ବିଦା ଦୁଇ ବିଧାୟକ | ବିଜେଡିରୁ ବିଦା ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ | ରେମୁଣା ବିଧାୟକ ସୁଧାଂଶୁ ପରିଡା ମଧ୍ୟ ଦଳରୁ ବିଦା | ଦୁଇ ବିଧାୟକଙ୍କୁ ବହିଷ୍କାର କଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ | ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କଲେ ନବୀନ | ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।