ASIର ମହାନିର୍ଦ୍ଦେଶକ ଭାବେ କିଶୋର ବାସାଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

0

ନୂଆଦିଲ୍ଲୀ: NMA ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା କିଶୋର କୁମାର ବାସାଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ ASI ମହାନିର୍ଦ୍ଦେଶକ ଭାବେ କିଶୋର ବାସାଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଥିଲେ ପ୍ରଫେସର କିଶୋର ବାସା ସେ ଭୋପାଳ I GRMS ନିର୍ଦ୍ଦେଶକ ଦାୟିତ୍ୱରେ ମଧ୍ୟ ଥିଲେ ସେହିପରି ବାରିପଦା MSCB ବିଶ୍ୱବିଦ୍ୟାଳୟର କୁଳପତି ଥିଲେ କିଶୋର କୁମାର ବାସା