ମୁହାଁ ମୁହିଁ ହେବେ କେଏଲ ରାହୁଲ ଓ ଏଦେନ ମାରକ୍ରମ
ଆଇପିଏ ୨୦୨୩ରେ ଆଜିର ଲକ୍ଷେ୍ନø ଜିଏଣ୍ଟସର ତୃତୀୟ ମ୍ୟାଚକୁ ସନରାଇଜର ହାଇଦ୍ରାବାଦର ତ୍ୱିତୀୟ ମ୍ୟାଚ
ଲକ୍ଷେ୍ନøର ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ୱରେ ଦୁିଟି ମ୍ୟାଚ ଖେଳିଥିବା ବେଳେ ଗୋଟିଏ ଜିତିଛି ଅନ୍ୟ ଗୋଟେ ପରାସ୍ତ ହୋଇଛି । । ସନରାଇଜର ହାଇଦ୍ରାବାଦର ପ୍ରଥମ ମ୍ୟାଚରେ ମାକ୍ରମଙ୍କ ଅନୁପସ୍ଥିତ ଥିବାରୁ ଏହାର ନେତୃତ୍ୱ ନେଇଥିଲେ ଭୁବନେଶ୍ୱର କୁମାର ।ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ପରସ୍ପର ସହିତ ମୁହାଁମୁହିଁ ହେବେ । ହାଇଦ୍ରାବାଦ ପ୍ରଥମ ମ୍ୟାଚ ରାଜସ୍ଥାନ ରୟାଲ୍ସ ପାଖରୁ ୭୨ରନରେ ହାରିଛି ।ଏହା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଗୋଟିଏ ମ୍ୟାଚ ହୋଇଛି । ଆଇପିଏଲ୍ ୨୦୨୨ରେ ଲକ୍ଷ୍ନୌ ଟିମକୁ ୧୨ ରନରେ ପରାସ୍ତ କରିଥିଲା ହାଇଦ୍ରାବାଦ ।
ସନରାଇଜର୍ସ ହାଇଦ୍ରାବାଦ: ଏଦେନ ମାରକ୍ରମ , ଭୁବନେଶ୍ବର କୁମାର, ଅଭିଷେକ ଶର୍ମା, ମୟଙ୍କ ଅଗ୍ରୱାଲ, ଟି ନଟରାଜନ, ଅଦିଲ ରସିଦ, ସାନବୀର ସିଂହ, ଉମ୍ରାନ ମଲ୍ଲିକ, ୱାସିଂଟନ ସୁନ୍ଦର, ଉପେନ୍ଦ୍ର ଯାଦବ, ଅବଦ୍ୁଲ ସମଦ।
ଲକ୍ଷ୍ନୌ ସୁପର ଜିଆଣ୍ଟସ: କେଏଲ୍ ରାହୁଲ , କାଇଲ ମେୟର୍ସ, ଦୀପକ ହୁଡ଼ା, କୃନାଲ ପାଣ୍ଡ୍ୟା, ନିକୋଲାସ ପୂରନ, ଆୟୁଷ ବାଦୋନି, ଆଭେଶ ଖାନ, ମାର୍କ ଉଡ, କୃଷ୍ଣାପ୍ପା ଗୌତମ, ରବି ବିଷ୍ଣୋଇ, ମୟଙ୍କ ଯାଦବ।