୨୯ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

0

ଭୁବନେଶ୍ୱର: ୨୯ରେ ଆୟୁଷ୍ମାନ ଭାରତ  ଯୋଜନାର ଶୁଭାରମ୍ଭ । ଭିସିରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ଯୋଜନାରେ ୭୦ ରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣା ମିଳିବ ଚିକିସ୍ଛା । ଅନ୍ୟପକ୍ଷରେ ୨୯ରେ ଆୟୁର୍ବେଦିକ ହସ୍ପିଟାଲର ଉଦଘାଟନ ହେବ । ଉଦଘାଟିତ ହେବ ଆୟୁଜ୍ମେଦ ଓ ନେଚରପାଥି ହସ୍ପିଟାଲ । ୨୯ରେ ଆୟୁର୍ବେଦିକ ଦିବସରେ ଉଦଘାଟନ ହେବ ।  ଜଟଣୀରେ ଆୟୁଜ୍ମେଦ ଓ ନେଚରପାଥିର ବଡ ହସ୍ପିଟାଲ ।୨୧ ଏକର ଜାଗା ଉପରେ ହସ୍ପିଟାଲ ।  ଗୋଠପାଟଣାରେ ସେଣ୍ଟ୍ରାଲ ରକ୍ସ ଟେଷ୍ଟିଂ ୟୁନିଟ ହେବ । ବରଗଡରେ କ୍ରିଟିକାଲ ହେଲ୍‌ଥ କେୟାର ୟୁନିଟ ଉଦଘାଟନ ହେବ । ଏହାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।