ଭୁବନେଶ୍ୱର : ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଚିତାବାଘ । ଜାନୁଆରୀ ମାସରେ ଆସିବ ଚିତା । ଦୁବାଇ ଚିଡିଆଖାନା ସହ ପ୍ରାଣୀ ବଦଳ ପ୍ରକ୍ରିୟାରେ ଆସିବ ଚିତା ବାଘ । କେବଳ ଚିତା ବାଘ ନୁହେଁ ଦୁଇ ଧଳା ସିଂଘ ଶବକକୁ ମଧ୍ୟ ଦୁବାଇରୁ ଅଣାଯିବ । ଆଲିପୁର ଚିଡିଆଖାନାରୁ ଆଉ ଏକ ଜିରାଫ ଅଣାଯିବ । PCCF ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ଚିତା ,ସିଂଘ , ଜିରାଫ ଆସିବ ।