ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି

0

ଭୁବନେଶ୍ୱର : ଆସନ୍ତାକାଲି ସ୍ୱାଧୀନତା ଦିବସ ପାଳନ ନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି | ସମସ୍ତ ସରକାରି ଓ ବେସରକାରୀ ବିଦ୍ୟାଳୟରେ 78 ତମ ସ୍ୱାଧୀନତା ଦିବସ ପାଳନ କରିବେ ଛାତ୍ରଛାତ୍ରୀ | ସ୍କୁଲ ପରିସରରେ ମା ନାମରେ ଲଗାଇବେ ଗଛ | ଛାତ୍ରଛାତ୍ରୀ ନିଜ ଘର ଛାତରେ ଜାତୀୟ ପତାକା ଲଗାଇବାକୁ ପ୍ରୋତ୍ସାହନ କରିବ ସ୍କୁଲ | ଏଥିସହ ଡିଵେଟ ପ୍ରତିଯୋଗିତାରେ ଭାଗନେବେ ଛାତ୍ରଛାତ୍ରୀ |