ଲିଚୁ ଖାଇଲେ ମିଳେ କର୍କଟ ରୋଗରୁ ମୁକ୍ତି

0

(ପ୍ରିୟଦର୍ଶନୀ ସ୍ୱାଇଁ)ଭୁବନେଶ୍ୱର: ଏବେ ବଜାରରେ ଲିଚୁ କୋଳି ଭରପୁର ମାତ୍ରାରେ ଉପଲବ୍ଧ ହେଉଛି । ହେଲେ କଣ ଆପଣ ଜାଣନ୍ତିକି ଏହା କର୍କଟ ରୋଗ ଭଳି ମହାମାରୀ ରୋଗପାଇଁ ମହୌଷଧି ଭଳି କାର୍ଯ୍ୟ କରେ । ତେବେ ଆଜି ଆମେ ଆପଣଙ୍କୁ ଲିଚୁ କୋଳିରେ ରହିଥିବା ସେହି ଫାଇଦା ବିଷୟରେ କହିବୁ । ଆସନ୍ତୁ ଜାଣିବା କିପରି ଲିଚୁ କର୍କଟ ରୋଗଠାରୁ ମଧ୍ୟ ମୁକ୍ତି ଦେଇଥାଏ:-

୧.ଲିଚୁ କୋଳିରେ ରହିଥିବା ଆଣ୍ଟି ଆକ୍ସିଡେଣ୍ଟ୍ସ ଏବଂ ଭିଟାମିନ୍ ଭରପୁର ମାତ୍ରାରେ ରହିଥିବା ହେତୁ ଏହା ଆମ ଶରୀରକୁ ସମସ୍ତ ପ୍ରକାରର ଷ୍ଟ୍ରୋକ୍ ହେବା ଠାରୁ ବି ବଞ୍ଚାଇଥାଏ।
୨.ଏହାସହିତ ଲିଚୁ ମଧ୍ୟରେ ରହିଥିବା ପଲିଫେନୋଲ୍ସ ଏବଂ ପ୍ରୋନ୍ଥୋସିନିଡିନ୍ସ କାରଣରୁ ଏହା ବ୍ୟକ୍ତିକୁ କର୍କଟ ରୋଗ ହେବାଠାରୁ ବି ରୋକିଥାଏ।

୩. କ୍ୟାନ୍ସର ଉତ୍ପନ୍ନକାରୀ ଆଣ୍ଟିବଡ଼ିଜ୍ ଉପରେ ଲିଚୁ ଖୁବ୍ ଶକ୍ତିଶାଳୀ ଭାବରେ କାର୍ଯ୍ୟ କରିଥାଏ।

୪.ଏହା ଖଇଁବା ଦ୍ୱାରା କୋଷ୍ଠକାଠିନ୍ୟତା ଦୋଷ ବି ଦୂର ହୋଇଥାଏ।