ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ହାଲୁକା ବର୍ଷା ନେଇ ଆଲର୍ଟ

0

ଭୁବନେଶ୍ୱର: ରାଜ୍ୟାରେ ବର୍ଷା ଆଲର୍ଟ । ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ହାଲୁକା ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ହାଲୁକା ବର୍ଷା ସହ କିଛି ସ୍ଥାନରେ ବିଜୁଳି, ଘଡଘଡି ହେବାର ସମ୍ଭାବନା ମଧ୍ୟ ରହିଛି । ୧୯ ତାରିଖରେ ୧୦ ଜିଲ୍ଲାକୁ ହାଲୁକାରୁ ମଧ୍ୟମଧରଣ ବର୍ଷା ନେଇ ଆଲର୍ଟ କରାଯାଇଛି । ସେଗୁଡିକ ହେଲା ସୁନ୍ଦରଭଡ, ଦେବଗଡ , ଅନୁଗୁଳ , ଢେଙ୍କାନାଳ , କେନ୍ଦୁଝର , ମୟୁରଭଞ୍ଜ , ବାଲେଶ୍ୱର ,ଭଦ୍ରକ ,ଯାଜପୁର ଓ କେନ୍ଦ୍ରପଡାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।