ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗରେ ବାହାରିଲା ନିଷ୍କର୍ସ। ସ୍ୱାଭାବିକ ହେଲା ନୀତିକାନ୍ତି। ନୀତିକାନ୍ତି ବନ୍ଦ ର ସମାଧାନକୁ ନେଇ ଜିଲ୍ଲାପାଳ ଓ ଦେବୋତ୍ତର କମିଶନ ଙ୍କ ଅଧକ୍ଷତରେ ବସିଥିବା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଚଂଚଳ ରଣା। ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ ବସିଥିଲା ବୈଠକ। ବୈଠକରେ ଟ୍ରଷ୍ଟ ବୋର୍ଡ ର ସଦସ୍ୟ ସମେତ ସବୁ ନିଯୋଗର ସଭାପତି ଉପସ୍ଥିତ ଥିଲେ। ବୈଠକ ପରେ ପ୍ରତିକ୍ରିୟା ଦେଇ ଜିଲ୍ଲାପାଳ କହିଛନ୍ତି ଗତ ସୋମବାର ମକର ସଂକ୍ରାନ୍ତିକୁ ନେଇ ଆରମ୍ଭ ହୋଇଥିବା