ପାନୀୟ ଜଳ ସମସ୍ୟାକୁ ନେଇ ଗୃହ ରେ ସରଗରମ ଆଲୋଚନା

0

ଭୁବନେଶ୍ୱ: ପାନୀୟ ଜଳ ସମସ୍ୟା କୁ ନେଇ ଗୃହ ରେ ସରଗରମ ଆଲୋଚନା | ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକ ମାନେ ନିଜ ନିଜ ଅଞ୍ଚଳ ର ପାଣି ସମସ୍ୟା ନେଇ ଗୃହ ରେ ପ୍ରଶ୍ନ କରିଛନ୍ତି | ସେପଟେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ପିଇବା ପାଣି ଯୋଗାଇବାରେ ପୂର୍ବରୁ ଚଞ୍ଚକତା ହୋଇଥିଲା ବର୍ତ୍ତମାନ ଆମେ ତାଙ୍କୁ ତର୍ଜମା କରି କାର୍ଯ୍ୟ କୁ ତ୍ୱରାନ୍ୱିତ କରୁଛୁ | ସମୟ ଅବଧି ଭିତରେ ସମସ୍ତ ପ୍ରକଳ୍ପ ଶେଷ ହେବା ସହ ପ୍ରତି ଲୋକଙ୍କ ଘରେ ପିଇବା ପାଣି ପଂହଁଚିବ | ସେପଟେ ବାଚସ୍ପତି ଙ୍କୁ ରୁଲିଂ ଟାଇମ ଟୁ ଟାଇମ ରିଭ୍ୟୁ କରି ଟାଇମ ପିରିୟଡ଼ ଭିତରେ ପ୍ରକଳ୍ପ ଶେଷ ପାଇଁ ନିର୍ଦେଶ ଦେଲେ |