ଭୁବନେଶ୍ୱରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

0

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ  ଲୋକସଭା ବାଚସ୍ପତ୍ତି ଓମ ବିର୍ଲା । ଦିନିକିଆ ଓଡିଆ ଗସ୍ତରେ ଆସିଛନ୍ତି ବାଚସ୍ପତ୍ତି ଓମ ବିର୍ଲା । ସେ ଏକ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହେବେ । ବିମାନ ବନ୍ଦରରେ ପହଂଚିବା ପରେ ଓମ ବିର୍ଲା ପ୍ରତିକ୍ରିୟା ରଖିଛନ୍ତି  ଓଡିଶାର ମାଟି , ଜଗନ୍ନାଥଙ୍କ ମାଟିକୁ ଆସି ଖୁସି ଲାଗୁଛି । ଭାରତକୁ ବିକଶିତ ରାଷ୍ଟ୍ର କରିବାକୁ ସମସ୍ତଙ୍କ ସହେଯାଗ ଆବଶ୍ୟକ ।