ରିଟାୟାର୍ଡ ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଲୁଟ

0

(ଜୟନ୍ତ କୁମାର ସେଠୀ / ଗୋପ ) : ରିଟାୟାର୍ଡ ବ୍ୟାଙ୍କ କର୍ମଚାରୀ ଙ୍କ ଘରୁ ଲୁଟ । ସତ୍ୟବାଦୀ ରେଳ ଷ୍ଟେସନ ଯାଦବ କଲୋନୀ ରୁ ଲୁଟ । ବିଳମ୍ବିତ ରାତିରେ ୮ରୁ ୧୦ ଦୁର୍ବୁତ୍ତ ରିଟାର୍ଡ ବ୍ୟାଙ୍କ କର୍ମଚାରୀଙ୍କ ଘରେ ପଶି ବନ୍ଧୁକ ଦେଖାଇ ନଗଦ ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା ଲୁଟ କରିଛନ୍ତି ଦୁର୍ବୁତ୍ତ । ଘରେ ଥିବା ଲୋକ ମାନଙ୍କୁ ବାଂନ୍ଧି ଭୟଭୀତ କରି ଲୁଟ କରିଥିବାର ଅଭିଯୋଗ ହୋଇଛି । ଏହା ସହିତ ତଳ ଘରେ ଭଡାଥିବା ଭଡାଟିଆ ଙ୍କର ଘରୁ ମଧ୍ୟ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ସତ୍ୟବାଦୀ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।