(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଙ୍ଗୁଠି : ଜ୍ୟୋତିଷଶାସ୍ତ୍ର ହାତରେ ବୁଢା ଆଙ୍ଗଠିକୁ ସବୁଠୁ ବେଶୀ ପ୍ରଭାବଶାଳୀ କୁହାଯାଇଥାଏ । କାରଣ ଏହା କାବି ଆଙ୍ଗଠିକୁ ନିୟନ୍ତ୍ର କରିଥାଏ । ବଡ଼ ଆଙ୍ଗୁଠି ଥିବା ବ୍ୟକ୍ତି ଅଧିକ ଯୌନ ଶକ୍ତି ସମ୍ପନ୍ନ ଏବଂ ପ୍ରଭାବଶାଳୀ ହୋଇଥାଆନ୍ତି । ଛୋଟ ଆଙ୍ଗୁଠି ଥିବା ବ୍ୟକ୍ତି ଶାନ୍ତ ସ୍ୱାଭାବର ହୋଇଥାଆନ୍ତି । ସେମାନେ ସାଧାରଣତଃ ନିଜର ଯୌନ ଆବଶ୍ୟକତା କହିବାକୁ ସଙ୍ଗୋଚ କରିଥାଆନ୍ତି ।
କନିଷ୍ଠ ଆଙ୍ଗୁଳି : କନିଷ୍ଟ ଆଙ୍ଗୁଳିର ତଳ ଭାଗ କାମାସକ୍ତ କରିଥାଏ । ଯଦି କନିଷ୍ଠ ଆଙ୍ଗୁଳିର ଏହି ଅଂଶ ବଡ଼ ଏବଂ ଗାତୁଆ ହୋଇଥାଏ ତେବେ ଏହା ଅର୍ଥ ହେଉଛି ବ୍ୟକ୍ତି ମଲ୍ଟିପଲି ଓରଗଜମ୍ ପ୍ରାପ୍ତ କରିଥାଏ । ଯାହାର କନିଷ୍ଠ ଆଙ୍ଗୁଳି ବଡ଼ ହୋଇଥାଏ ତାଙ୍କର କଥାବାର୍ତ୍ତା ଠିକ୍ ଥାଏ । ସେମାନେ ସେକ୍ସ କରିବାରେ ଯେତେ ଏକ୍ସପର୍ଟ ଥାଆନ୍ତି ସମ୍ପର୍କକୁ ସେତିକି ଭଲଭାବେ ଲିଭାଇଥାଆନ୍ତି ।
ଶୁକ୍ର ପର୍ବତ : ଆଙ୍ଗୁଠିର ଆଧାରକୁ ଶୁକ୍ର ପର୍ବତ କୁହନ୍ତି । ଚଉଡ଼ା ମୁଲାୟମ ଏବଂ ମାଂସଳ ଶୁକ୍ର ପର୍ବତର ଅର୍ଥ ବ୍ୟକ୍ତି ଖୋଲାମନର ହୋଇଥାଏ । ଏବଂ ବିଛଣାରେ ଏକ ଯୋଗ୍ୟ ସେକ୍ସ ପାର୍ଟନର ଭାବେ ସାବ୍ୟସ୍ତ ହୋଇଥାଏ ।