ବୈଷ୍ଣବ ପାଣି ମଞ୍ଚରେ ବମ୍ବେ କଳାକାର ଆଣି ରେକର୍ଡ dance କରାଗଲା। ବିଧାୟକ ହିସାବରେ ମତେ ବି ଉପେକ୍ଷା କରାଗଲା। ବିଭାଗୀୟ ମନ୍ତ୍ରୀ ଷ୍ଟଲ୍ ଆବଣ୍ଟନ ର ତଦନ୍ତ କରନ୍ତୁ ଓ ଓଡ଼ିଆ ଅସ୍ମିତା କୁ ରକ୍ଷା କରନ୍ତୁ। ଯଦି ବରପୁତ୍ର ମାନଙ୍କ ମଞ୍ଚରେ ଅଶୋଭନୀୟ ନୃତ୍ୟ ପରିବେଷଣ ହେଲା ତାହାଲେ ଆମେ ଆଗକୁ ଏଥିରେ ହସ୍ତକ୍ଷେପ କରିବୁ। କାରଣ ବାଲିଯାତ୍ରା ପରିଚାଳନା ଦାୟିତ୍ଵ ହେଲା କଟକ ସାଂସ୍କୃତିକ ପରିଷଦ ର। ଆବଣ୍ଟନ ରେ ଯେପରି ଅସଙ୍ଗତି ନରହିବ ସେଥିପାଇଁ ଆଗକୁ ବିଭାଗ ଦୃଷ୍ଟି ଦେବ। ଏହା ସହିତ ମାହାଙ୍ଗା ବିଧାୟକ ଙ୍କୁ କାହିଁକି ନିମନ୍ତ୍ରଣ ହେଲାନି ସେନେଇ ମଧ୍ଯ ନଜର ଦେବୁ ବୋଲି ମନ୍ତ୍ରୀ ଉତ୍ତର ରଖିଲେ।